or_tn/act/22/23.md

8 lines
815 B
Markdown
Raw Permalink Normal View History

2020-11-19 00:15:53 +00:00
# As they were
ଆଉ ଯେତେବେଳେ ସେମାନେ I ଦୁଇଟି ଘଟଣା ଏକ ସମୟରେ ଘଟୁଥିବା ବିଷୟକୁ ଚିହ୍ନଟ କରିବାପାଇଁ “ଯେତେବେଳେ ସେମାନେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି I
# throwing off their cloaks, and throwing dust into the air
ଏହି କର୍ମଗୁଡିକ ଦର୍ଶାଉଛି ଯେ ଯିହୂଦୀମାନେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ପାଉଲ ଈଶ୍ବରଙ୍କ ବିରୁଦ୍ଧରେ କଥା କହୁଛନ୍ତି I (ଦେଖ: [[rc://*/ta/man/translate/translate-symaction]])