or_tn/act/22/20.md

4 lines
632 B
Markdown

# the blood of Stephen your witness was spilled
ଏଠାରେ “ରକ୍ତ” ସ୍ତିଫାନଙ୍କର ଜୀବନକୁ ବୁଝାଏ I ରକ୍ତପାତ କରିବାର ଅର୍ଥ ବଧ କରିବା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେଇଥିବା ସ୍ତିଫାନଙ୍କୁ ବଧ କଲେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-activepassive]])