or_tn/act/22/20.md

632 B

the blood of Stephen your witness was spilled

ଏଠାରେ “ରକ୍ତ” ସ୍ତିଫାନଙ୍କର ଜୀବନକୁ ବୁଝାଏ I ରକ୍ତପାତ କରିବାର ଅର୍ଥ ବଧ କରିବା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ତୁମ୍ଭ ବିଷୟରେ ସାକ୍ଷ୍ୟ ଦେଇଥିବା ସ୍ତିଫାନଙ୍କୁ ବଧ କଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])