or_tn/act/21/30.md

1.4 KiB

All the city was excited

ଏଠାରେ “ସମୁଦାୟ” ଶବ୍ଦଟି ଗୁରୁତ୍ବ ଦେବାପାଇଁ ଏକ ଅତିରଞ୍ଜନ I “ନଗର” ଶବ୍ଦଟି ଯିରୂଶାଲମର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଅନେକ ଲୋକ ପାଉଲଙ୍କ ପ୍ରତି କ୍ରୋଧ କଲେ” (ଦେଖ : [[rc:///ta/man/translate/figs-hyperbole]] ଓ [[rc:///ta/man/translate/figs-metonymy]])

laid hold of Paul

ପାଉଲଙ୍କୁ ଅବରୋଧ କଲେ କିମ୍ବା “ପାଉଲଙ୍କୁ ଧରିଲେ”

the doors were immediately shut

ସେମାନେ ଦ୍ବାରସବୁ ବନ୍ଦ କରିଦେଲେ ଯେପରି ମନ୍ଦିର ଅଞ୍ଚଳରେ ଗଣ୍ଡଗୋଳ ହେବ ନାହିଁ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକେ ଯିହୂଦୀ ସଙ୍ଗେ ସଙ୍ଗେ ଦ୍ବାରସବୁ ବନ୍ଦ କରିଦେଲେ” କିମ୍ବା “ମନ୍ଦିରର ଜଗୁଆଳୀମାନେ ସଙ୍ଗେ ସଙ୍ଗେ ଦ୍ବାରସବୁ ବନ୍ଦ କରିଦେଲେ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])