# All the city was excited ଏଠାରେ “ସମୁଦାୟ” ଶବ୍ଦଟି ଗୁରୁତ୍ବ ଦେବାପାଇଁ ଏକ ଅତିରଞ୍ଜନ I “ନଗର” ଶବ୍ଦଟି ଯିରୂଶାଲମର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ନଗରର ଅନେକ ଲୋକ ପାଉଲଙ୍କ ପ୍ରତି କ୍ରୋଧ କଲେ” (ଦେଖ : [[rc://*/ta/man/translate/figs-hyperbole]] ଓ [[rc://*/ta/man/translate/figs-metonymy]]) # laid hold of Paul ପାଉଲଙ୍କୁ ଅବରୋଧ କଲେ କିମ୍ବା “ପାଉଲଙ୍କୁ ଧରିଲେ” # the doors were immediately shut ସେମାନେ ଦ୍ବାରସବୁ ବନ୍ଦ କରିଦେଲେ ଯେପରି ମନ୍ଦିର ଅଞ୍ଚଳରେ ଗଣ୍ଡଗୋଳ ହେବ ନାହିଁ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେତେକେ ଯିହୂଦୀ ସଙ୍ଗେ ସଙ୍ଗେ ଦ୍ବାରସବୁ ବନ୍ଦ କରିଦେଲେ” କିମ୍ବା “ମନ୍ଦିରର ଜଗୁଆଳୀମାନେ ସଙ୍ଗେ ସଙ୍ଗେ ଦ୍ବାରସବୁ ବନ୍ଦ କରିଦେଲେ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])