or_tn/act/21/29.md

1010 B
Raw Permalink Blame History

For they had previously ... into the temple

ଏହା ପୃଷ୍ଠଭୂମି ସୂଚନା I ଆସିଆର ଯିହୂଦୀମାନେ କାହିଁକି ଭାବିଥିଲେ ଯେ ପାଉଲ ଜଣେ ଗ୍ରୀକ୍ ଲୋକକୁ ମନ୍ଦିର ଭିତରକୁ ଆଣିଲେ, ଲୂକ ତାହା ବର୍ଣ୍ଣନା କରୁଛନ୍ତି I (ଦେଖ: rc://*/ta/man/translate/writing-background)

Trophimus

ଏ ସେହି ଗ୍ରୀକ୍ ଲୋକ ଯାହାଙ୍କୁ ପାଉଲ ମନ୍ଦିରର ଭିତର ଅଞ୍ଚଳକୁ ଆଣିଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ, ଯେଉଁ ଅଞ୍ଚଳ କେବଳ ଯିହୂଦୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା I ତୁମେ ପ୍ରେରିତ :୪ରେ ତାହାର ନାମକୁ କିପରି ଅନୁବାଦ କଲ ତାହା ଦେଖ I