or_tn/act/21/27.md

24 lines
1.6 KiB
Markdown

# General Information:
୨୯ ପଦ ଆସିଆର ଯିହୂଦୀମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I
# Connecting Statement:
ଏହା ପାଉଲଙ୍କର ବନ୍ଦୀହେବା ଘଟଣାକୁ ଆରମ୍ଭ କରେ I
# the seven days
ଏସବୁ ଶୌଚକରଣର ସାତ ଦିନ I
# in the temple
ପାଉଲ ମନ୍ଦିର ଭିତରେ ନ ଥିଲେ I ସେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: [[rc://*/ta/man/translate/figs-synecdoche]])
# stirred up the whole crowd
ଲୋକମାନଙ୍କୁ ପାଉଲଙ୍କ ପ୍ରତି ଅତି କ୍ରୋଧ କରିବା ନିମନ୍ତେ ମତାଇବା ବିଷୟକୁ ଏପରି କୁହାଯାଏ ଯେ ସେମାନେ ଲୋକମାନଙ୍କର ଭାବପ୍ରବଣତାକୁ ଉତ୍ତେଜିତ କଲେ I ବିକଳ୍ପ ଅନୁବାଦ: “ପାଉଲଙ୍କ ପ୍ରତି ଅତି କ୍ରୋଧ କରିବାକୁ ବହୁ ସଂଖ୍ୟକ ଲୋକଙ୍କୁ ପ୍ରବର୍ତ୍ତାଇଲେ” (ଦେଖ: [[rc://*/ta/man/translate/figs-metaphor]])
# laid hands on him
ଏଠାରେ “ହସ୍ତ ପକାଇଲେ” ର ଅର୍ଥ “ଅବରୋଧ କରିବା” କିମ୍ବା “ଧରିବା I” “ହସ୍ତ ପକାଇବା”କୁ [ପ୍ରେରିତ ୫:୧୮](../05/18.md)ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I