or_tn/act/21/27.md

1.6 KiB

General Information:

୨୯ ପଦ ଆସିଆର ଯିହୂଦୀମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I

Connecting Statement:

ଏହା ପାଉଲଙ୍କର ବନ୍ଦୀହେବା ଘଟଣାକୁ ଆରମ୍ଭ କରେ I

the seven days

ଏସବୁ ଶୌଚକରଣର ସାତ ଦିନ I

in the temple

ପାଉଲ ମନ୍ଦିର ଭିତରେ ନ ଥିଲେ I ସେ ମନ୍ଦିର ପ୍ରାଙ୍ଗଣରେ ଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: rc://*/ta/man/translate/figs-synecdoche)

stirred up the whole crowd

ଲୋକମାନଙ୍କୁ ପାଉଲଙ୍କ ପ୍ରତି ଅତି କ୍ରୋଧ କରିବା ନିମନ୍ତେ ମତାଇବା ବିଷୟକୁ ଏପରି କୁହାଯାଏ ଯେ ସେମାନେ ଲୋକମାନଙ୍କର ଭାବପ୍ରବଣତାକୁ ଉତ୍ତେଜିତ କଲେ I ବିକଳ୍ପ ଅନୁବାଦ: “ପାଉଲଙ୍କ ପ୍ରତି ଅତି କ୍ରୋଧ କରିବାକୁ ବହୁ ସଂଖ୍ୟକ ଲୋକଙ୍କୁ ପ୍ରବର୍ତ୍ତାଇଲେ” (ଦେଖ: rc://*/ta/man/translate/figs-metaphor)

laid hands on him

ଏଠାରେ “ହସ୍ତ ପକାଇଲେ” ର ଅର୍ଥ “ଅବରୋଧ କରିବା” କିମ୍ବା “ଧରିବା I” “ହସ୍ତ ପକାଇବା”କୁ ପ୍ରେରିତ ୫:୧୮ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I