or_tn/act/21/25.md

2.7 KiB
Raw Permalink Blame History

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ଯାକୁବ ଓ ପ୍ରାଚୀନମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

Connecting Statement:

ଯାକୁବ ଓ ଯିରୂଶାଲମର ପ୍ରାଚୀନମାନେ ପାଉଲଙ୍କୁ ଅନୁରୋଧ କରିବା ଶେଷ କରୁଛନ୍ତି (ପ୍ରେରିତ ୨୧:୧୮)I

they should keep themselves from things sacrificed to idols, from blood, from what is strangled

ସେମାନେ କ’ଣ ସବୁ ଖାଇପାରିବେ ସେ ବିଷୟରେ ଏସବୁ ନିୟମ I ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ଖାଦ୍ୟ, ରକ୍ତଯୁକ୍ତ ମାଂସ ଓ ଶ୍ବାସରୁଦ୍ଧ କରି ବଧ କରାଯାଇଥିବା ପଶୁର ମାଂସ, ଯେହେତୁ ଏଥିରେ ରକ୍ତ ରହିଥାଏ, ଏହିସବୁ ଖାଇବା ପାଇଁ ସେମାନଙ୍କୁ ନିଷେଧ କରାଯାଇଛି I ଏହି ପରି ଏକ ବାକ୍ୟାଂଶକୁ ପ୍ରେରିତ ୧୫:ରେ ତୁମେ କିପରି ଅନୁବାଦ କଲ ତାହା ଦେଖ I (ଦେଖ : rc://*/ta/man/translate/figs-explicit)

they should keep themselves from things sacrificed to idols

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କୌଣସି ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ପଶୁର ଖାଦ୍ୟରୁ ସେମାନେ ପୃଥକ୍ ରୁହନ୍ତୁ I (ଦେଖ : rc://*/ta/man/translate/figs-activepassive)

from what is strangled

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ଶ୍ବାସରୁଦ୍ଧକରି ବଧ କରାଯାଇଥିବା ପଶୁମାନଙ୍କ ବିଷୟରେ ମଧ୍ୟ ତୁମେ ସତ ବୋଲି ଧରି ନିଆଯାଉଥିବା ସୂଚନାକୁ ସ୍ପଷ୍ଟ କରି କହିପାରିବ I ବିକଳ୍ପ ଅନୁବାଦ: “କୌଣସି ଲୋକ ଶ୍ବାସରୁଦ୍ଧକରି ବଧ କରିଥିବା ପଶରୁ” କିମ୍ବା “ଏ ପ୍ରକାର ପଶୁ ଯାହାକୁ ଜଣେ ବ୍ୟକ୍ତି ଖାଦ୍ୟ ପାଇଁ ବଧ କଲା, କିନ୍ତୁ ତହିଁରୁ ରକ୍ତ ବାହାର କଲା ନାହିଁ” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])