or_tn/act/15/20.md

1.6 KiB

they must keep away from the pollution of idols ... sexual immorality ... strangled ... blood

ପରଦାର, ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀ ଓ ରକ୍ତ ଭୋଜନ କରିବା ଅନେକ ସମୟରେ ପ୍ରତିମାପୂଜା ଓ ମିଥ୍ୟା ଦେବତାମାନଙ୍କ ପୂଜା ପଦ୍ଧତିର ଅଂଶ ଥିଲା I

pollution of idols

ଏହା ସମ୍ଭବତଃ ଗୋଟିଏ ପଶୁର ମାଂସ ଖାଇବାକୁ ବୁଝାଏ ଯାହାକୁ କେହି ଜଣେ ପ୍ରତିମା ନିକଟରେ ଉତ୍ସର୍ଗ କରିଛି କିମ୍ବା ପ୍ରତିମାପୂଜା ସହିତ ସମ୍ପୃକ୍ତ ଯେକୌଣସି ବିଷୟ I (ଦେଖ: rc://*/ta/man/translate/figs-explicit)

from the meat of strangled animals, and from blood

ଈଶ୍ବର ଯିହୂଦୀମାନଙ୍କୁ ରକ୍ତ ମିଶ୍ରିତ ମାଂସ ଖାଇବାକୁ ନିଷେଧ କରିଥିଲେ I ଏପରି କି ଆଦିପୁସ୍ତକରେ ମୋଶାଙ୍କ ଲେଖାରେ, ଈଶ୍ବର ରକ୍ତ ପାନ କରିବାକୁ ବାରଣ କରିଥିଲେ I ତେଣୁକରି, ସେମାନେ ଶ୍ବାସରୋଧ ଦ୍ବାରା ମୃତ ପ୍ରାଣୀର ମାଂସ ଖାଉ ନ ଥିଲେ, କାରଣ ପ୍ରାଣୀର ଶରୀରରୁ ରକ୍ତ ଭଲଭାବରେ ନିଷ୍କାସିତ ହେଉ ନ ଥିଲା I (ଦେଖ: rc://*/ta/man/translate/figs-explicit)