or_tn/act/21/17.md

851 B

General Information:

ଏଠାରେ “ସେ” ଓ “ତାହାଙ୍କ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦଟି ପ୍ରାଚୀନମାନଙ୍କୁ ବୁଝାଏ I

Connecting Statement:

ପାଉଲ ଓ ତାହାଙ୍କ ସଙ୍ଗୀମାନେ ଯିରୂଶାଲମରେ ପହଞ୍ଚୁଛନ୍ତି I

the brothers welcomed us

ଏଠାରେ “ଭାଇମାନେ” ଯିରୂଶାଲମର ପୁରୁଷ ଅବା ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସହ-ବିଶ୍ବାସୀମାନେ ଆମ୍ଭମାନଙ୍କୁ ସ୍ବାଗତ କଲେ” (ଦେଖ: rc://*/ta/man/translate/figs-gendernotations)