or_tn/act/21/17.md

12 lines
851 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଓ “ତାହାଙ୍କ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦଟି ପ୍ରାଚୀନମାନଙ୍କୁ ବୁଝାଏ I
# Connecting Statement:
ପାଉଲ ଓ ତାହାଙ୍କ ସଙ୍ଗୀମାନେ ଯିରୂଶାଲମରେ ପହଞ୍ଚୁଛନ୍ତି I
# the brothers welcomed us
ଏଠାରେ “ଭାଇମାନେ” ଯିରୂଶାଲମର ପୁରୁଷ ଅବା ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସହ-ବିଶ୍ବାସୀମାନେ ଆମ୍ଭମାନଙ୍କୁ ସ୍ବାଗତ କଲେ” (ଦେଖ: [[rc://*/ta/man/translate/figs-gendernotations]])