or_tn/act/21/15.md

12 lines
672 B
Markdown

# General Information:
ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# General Information:
“ସେମାନେ” ଶବ୍ଦଟି କାଇସରିଆର କେତେକ ଶିଷ୍ୟମାନଙ୍କୁ ବୁଝାଏ I
# Connecting Statement:
ଏହା କାଇସରିଆରେ ପାଉଲଙ୍କର ସମୟକୁ ସମାପ୍ତ କରେ I