# General Information: ଏଠାରେ “ଆମ୍ଭେମାନେ” ଶବ୍ଦଟି ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # General Information: “ସେମାନେ” ଶବ୍ଦଟି କାଇସରିଆର କେତେକ ଶିଷ୍ୟମାନଙ୍କୁ ବୁଝାଏ I # Connecting Statement: ଏହା କାଇସରିଆରେ ପାଉଲଙ୍କର ସମୟକୁ ସମାପ୍ତ କରେ I