or_tn/act/21/13.md

2.1 KiB

What are you doing, weeping and breaking my heart

ପାଉଲ ବିଶ୍ବାସୀମାନଙ୍କୁ ଏହା ଦେଖାଇବାକୁ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସେମାନେ ତାହାଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିବା ବନ୍ଦ କରିବା ଉଚିତ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା କରୁଛ ତାହା ବନ୍ଦ କର I ତୁମ୍ଭମାନଙ୍କର କ୍ରନ୍ଦନ ମୋହର ହୃଦୟ ବିଦୀର୍ଣ୍ଣ କରୁଅଛି” (ଦେଖ: rc://*/ta/man/translate/figs-rquestion)

breaking my heart

ଜଣକୁ ଦୁଃଖୀ କରାଇବା କିମ୍ବା ନିରୁତ୍ସାହିତ କରିବା ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଗୋଟିଏ ହୃଦୟକୁ ଭଙ୍ଗା ଯାଉଛି I ଏଠାରେ “ହୃଦୟ” ଜଣେ ଲୋକର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ ନିରୁତ୍ସାହିତ କରୁଅଛ” କିମ୍ବା “ମୋତେ ବହୁତ ଦୁଃଖିତ କରାଉଛ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

not only to be tied up

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ଦ୍ବାରା କେବଳ ବନ୍ଧାଯିବି ନାହିଁ” (ଦେଖ: rc://*/ta/man/translate/figs-activepassive)

for the name of the Lord Jesus

ଏଠାରେ “ନାମ” ଯୀଶୁଙ୍କ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ସକାଶେ” କିମ୍ବା “କାରଣ ମୁଁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ବାସ କରେ” (ଦେଖ: rc://*/ta/man/translate/figs-metonymy)