or_tn/act/21/13.md

16 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# What are you doing, weeping and breaking my heart
ପାଉଲ ବିଶ୍ବାସୀମାନଙ୍କୁ ଏହା ଦେଖାଇବାକୁ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସେମାନେ ତାହାଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିବା ବନ୍ଦ କରିବା ଉଚିତ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା କରୁଛ ତାହା ବନ୍ଦ କର I ତୁମ୍ଭମାନଙ୍କର କ୍ରନ୍ଦନ ମୋହର ହୃଦୟ ବିଦୀର୍ଣ୍ଣ କରୁଅଛି” (ଦେଖ: [[rc://*/ta/man/translate/figs-rquestion]])
# breaking my heart
ଜଣକୁ ଦୁଃଖୀ କରାଇବା କିମ୍ବା ନିରୁତ୍ସାହିତ କରିବା ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଗୋଟିଏ ହୃଦୟକୁ ଭଙ୍ଗା ଯାଉଛି I ଏଠାରେ “ହୃଦୟ” ଜଣେ ଲୋକର ଭାବପ୍ରବଣତାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋତେ ନିରୁତ୍ସାହିତ କରୁଅଛ” କିମ୍ବା “ମୋତେ ବହୁତ ଦୁଃଖିତ କରାଉଛ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])
# not only to be tied up
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କ ଦ୍ବାରା କେବଳ ବନ୍ଧାଯିବି ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# for the name of the Lord Jesus
ଏଠାରେ “ନାମ” ଯୀଶୁଙ୍କ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ସକାଶେ” କିମ୍ବା “କାରଣ ମୁଁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ବାସ କରେ” (ଦେଖ: [[rc://*/ta/man/translate/figs-metonymy]])