or_tn/act/21/11.md

1.9 KiB

took Paul's belt

ପାଉଲଙ୍କ କଟିଦେଶରୁ କଟିବନ୍ଧନ ବାହାର କଲେ

Thus says the Holy Spirit, 'So shall the Jews in Jerusalem tie up ... of the Gentiles.'

ଏହା ଉଦ୍ଧୃତି ମଧ୍ୟରେ ଏକ ଉଦ୍ଧୃତି ଅଟେ I ଭିତରର ଉଦ୍ଧୃତିକୁ ଏକ ପରୋକ୍ଷ ଉଦ୍ଧୃତି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା କହୁଛନ୍ତି ଯେ ଯିରୂଶାଲମରେ ଯିହୂଦୀମାନେ ଏହିପରି ବାନ୍ଧିବେ ...ବିଜାତିମାନଙ୍କ” (ଦେଖ: [[rc:///ta/man/translate/figs-quotesinquotes]] ଓ [[rc:///ta/man/translate/figs-quotations]])

the Jews

ଏହାର ଅର୍ଥ ସମସ୍ତ ଯିହୂଦୀମାନେ ନୁହନ୍ତି, କିନ୍ତୁ ଏହା ସେହିମାନେ, ଯେଉଁମାନେ ତାହା କରିବେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” କିମ୍ବା କେତେକ ଯିହୂଦୀ ଲୋକ” (ଦେଖ: rc://*/ta/man/translate/figs-synecdoche)

hand him over

ତାହାଙ୍କୁ ସମର୍ପଣ କରିବେ

into the hands of the Gentiles

ଏଠାରେ “ହସ୍ତ” ଶବ୍ଦ ନିୟନ୍ତ୍ରଣକୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତିମାନଙ୍କ ଆଇନଗତ ତତ୍ବାବଧାନରେ” କିମ୍ବା “ବିଜାତିମାନଙ୍କୁ” (ଦେଖ: rc://*/ta/man/translate/figs-metonymy)

the Gentiles

ଏହା ବିଜାତିମାନଙ୍କର ଅଧିକାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତି ଅଧିକାରୀମାନେ” (ଦେଖ: rc://*/ta/man/translate/figs-synecdoche)