# took Paul's belt ପାଉଲଙ୍କ କଟିଦେଶରୁ କଟିବନ୍ଧନ ବାହାର କଲେ # Thus says the Holy Spirit, 'So shall the Jews in Jerusalem tie up ... of the Gentiles.' ଏହା ଉଦ୍ଧୃତି ମଧ୍ୟରେ ଏକ ଉଦ୍ଧୃତି ଅଟେ I ଭିତରର ଉଦ୍ଧୃତିକୁ ଏକ ପରୋକ୍ଷ ଉଦ୍ଧୃତି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ର ଆତ୍ମା କହୁଛନ୍ତି ଯେ ଯିରୂଶାଲମରେ ଯିହୂଦୀମାନେ ଏହିପରି ବାନ୍ଧିବେ ...ବିଜାତିମାନଙ୍କ” (ଦେଖ: [[rc://*/ta/man/translate/figs-quotesinquotes]] ଓ [[rc://*/ta/man/translate/figs-quotations]]) # the Jews ଏହାର ଅର୍ଥ ସମସ୍ତ ଯିହୂଦୀମାନେ ନୁହନ୍ତି, କିନ୍ତୁ ଏହା ସେହିମାନେ, ଯେଉଁମାନେ ତାହା କରିବେ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” କିମ୍ବା କେତେକ ଯିହୂଦୀ ଲୋକ” (ଦେଖ: [[rc://*/ta/man/translate/figs-synecdoche]]) # hand him over ତାହାଙ୍କୁ ସମର୍ପଣ କରିବେ # into the hands of the Gentiles ଏଠାରେ “ହସ୍ତ” ଶବ୍ଦ ନିୟନ୍ତ୍ରଣକୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତିମାନଙ୍କ ଆଇନଗତ ତତ୍ବାବଧାନରେ” କିମ୍ବା “ବିଜାତିମାନଙ୍କୁ” (ଦେଖ: [[rc://*/ta/man/translate/figs-metonymy]]) # the Gentiles ଏହା ବିଜାତିମାନଙ୍କର ଅଧିକାରୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବିଜାତି ଅଧିକାରୀମାନେ” (ଦେଖ: [[rc://*/ta/man/translate/figs-synecdoche]])