or_tn/act/21/09.md

810 B

this man

୮ ପଦଠାରୁ ଫିଲିପ୍ପ I

Now

ମୁଖ୍ୟ ଘଟଣାଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଫିଲିପ୍ପ ଓ ତାହାଙ୍କ କନ୍ୟାମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

four virgin daughters who prophesied

ଚାରି ଜଣ ଅବିବାହିତ କନ୍ୟା ଯେଉଁମାନେ ନିୟମିତ ଈଶ୍ବରଙ୍କଠାରୁ ବାର୍ତ୍ତା ପାଇ ଲୋକମାନଙ୍କୁ ଜଣାଉଥିଲେ