or_tn/act/21/09.md

12 lines
810 B
Markdown
Raw Permalink Normal View History

2020-11-19 00:15:53 +00:00
# this man
୮ ପଦଠାରୁ ଫିଲିପ୍ପ I
# Now
ମୁଖ୍ୟ ଘଟଣାଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ଫିଲିପ୍ପ ଓ ତାହାଙ୍କ କନ୍ୟାମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: [[rc://*/ta/man/translate/writing-background]])
# four virgin daughters who prophesied
ଚାରି ଜଣ ଅବିବାହିତ କନ୍ୟା ଯେଉଁମାନେ ନିୟମିତ ଈଶ୍ବରଙ୍କଠାରୁ ବାର୍ତ୍ତା ପାଇ ଲୋକମାନଙ୍କୁ ଜଣାଉଥିଲେ