or_tn/act/21/01.md

2.0 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦ ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Connecting Statement:

ଲେଖକ ଲୂକ, ପାଉଲ ଓ ତାହାଙ୍କର ସଙ୍ଗୀମାନେ ସେମାନଙ୍କର ଯାତ୍ରାରେ ଅଗ୍ରସର ହେଉଛନ୍ତି I

we took a straight course to the city of Cos

ଆମ୍ଭେମାନେ ସିଧାସଳଖ କୋସ୍ ନଗରକୁ ଗଲୁ କିମ୍ବା “ଆମ୍ଭେମାନେ ସିଧା କୋସ୍ ନଗରକୁ ଗଲୁ”

city of Cos

କୋସ୍ ଗୋଟିଏ ଗ୍ରୀକ୍ ଦ୍ବୀପ ଯାହା ଦକ୍ଷିଣ ଏଜିୟାନ୍ ସମୁଦ୍ର ଅଞ୍ଚଳରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)

city of Rhodes

ରୋଦା ଗୋଟିଏ ଗ୍ରୀକ୍ ଦ୍ବୀପ ଯାହା ଦକ୍ଷିଣ ଏଜିୟାନ୍ ସମୁଦ୍ର ଅଞ୍ଚଳରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ, କୋସ୍ ର ଦକ୍ଷିଣରେ ଓ କ୍ରୀତୀର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)

city of Patara

ପାତାରା ଗୋଟିଏ ନଗର ଯାହା ଭୁମଧ୍ୟ ସାଗରର ଏଜିୟାନ୍ ସମୁଦ୍ରର ବର୍ତ୍ତମାନର ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: rc://*/ta/man/translate/translate-names)