# General Information: ଏଠାରେ “ଆମ୍ଭେମାନେ” ଶବ୍ଦ ଲୂକଙ୍କୁ, ପାଉଲଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # Connecting Statement: ଲେଖକ ଲୂକ, ପାଉଲ ଓ ତାହାଙ୍କର ସଙ୍ଗୀମାନେ ସେମାନଙ୍କର ଯାତ୍ରାରେ ଅଗ୍ରସର ହେଉଛନ୍ତି I # we took a straight course to the city of Cos ଆମ୍ଭେମାନେ ସିଧାସଳଖ କୋସ୍ ନଗରକୁ ଗଲୁ କିମ୍ବା “ଆମ୍ଭେମାନେ ସିଧା କୋସ୍ ନଗରକୁ ଗଲୁ” # city of Cos କୋସ୍ ଗୋଟିଏ ଗ୍ରୀକ୍ ଦ୍ବୀପ ଯାହା ଦକ୍ଷିଣ ଏଜିୟାନ୍ ସମୁଦ୍ର ଅଞ୍ଚଳରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]]) # city of Rhodes ରୋଦା ଗୋଟିଏ ଗ୍ରୀକ୍ ଦ୍ବୀପ ଯାହା ଦକ୍ଷିଣ ଏଜିୟାନ୍ ସମୁଦ୍ର ଅଞ୍ଚଳରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ, କୋସ୍ ର ଦକ୍ଷିଣରେ ଓ କ୍ରୀତୀର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]]) # city of Patara ପାତାରା ଗୋଟିଏ ନଗର ଯାହା ଭୁମଧ୍ୟ ସାଗରର ଏଜିୟାନ୍ ସମୁଦ୍ରର ବର୍ତ୍ତମାନର ଆଧୁନିକ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])