or_tn/act/20/35.md

1.4 KiB

you should help the weak by working

ଯେଉଁମାନେ ନିଜେ ଅର୍ଥ ଉପାର୍ଜନ କରିବାକୁ ଅସମର୍ଥ, ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଯେପରି ତୁମ୍ଭମାନଙ୍କ ପାଖରେ ଅର୍ଥ ହେବ ସେଥିପାଇଁ ତୁମ୍ଭେମାନେ ପରିଶ୍ରମ କରିବା ଉଚିତ

the weak

ତୁମେ ଏହି ନାମବାଚକ ବିଶେଷଣକୁ ଏକ ବିଶେଷଣରେ କହିପାରିବ I ବିକଳ୍ପ ଅନୁବାଦ: “ଦୁର୍ବଳ ଲୋକମାନେ” କିମ୍ବା “ଯେଉଁମାନେ ଦୁର୍ବଳ” (ଦେଖ: rc://*/ta/man/translate/figs-nominaladj)

weak

ଅସୁସ୍ଥ

the words of the Lord Jesus

ଏଠାରେ “କଥା” ଯୀଶୁ କହିଥିବା କଥାକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

It is more blessed to give than to receive

ଏହାର ଅର୍ଥ ଯେ ଜଣେ ଲୋକ ଈଶ୍ବରଙ୍କ ଅନୁଗ୍ରହ ପାଇ ବହୁତ ଆନନ୍ଦ ଅନୁଭବ କରେ, ଯେତେବେଳେ ସେ ସର୍ବଦା ଅନ୍ୟମାନଙ୍କଠାରୁ ପାଇବା ପରିବର୍ତ୍ତେ ଅନ୍ୟମାନଙ୍କୁ ଦେଇଥାଏ I