# you should help the weak by working ଯେଉଁମାନେ ନିଜେ ଅର୍ଥ ଉପାର୍ଜନ କରିବାକୁ ଅସମର୍ଥ, ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଯେପରି ତୁମ୍ଭମାନଙ୍କ ପାଖରେ ଅର୍ଥ ହେବ ସେଥିପାଇଁ ତୁମ୍ଭେମାନେ ପରିଶ୍ରମ କରିବା ଉଚିତ # the weak ତୁମେ ଏହି ନାମବାଚକ ବିଶେଷଣକୁ ଏକ ବିଶେଷଣରେ କହିପାରିବ I ବିକଳ୍ପ ଅନୁବାଦ: “ଦୁର୍ବଳ ଲୋକମାନେ” କିମ୍ବା “ଯେଉଁମାନେ ଦୁର୍ବଳ” (ଦେଖ: [[rc://*/ta/man/translate/figs-nominaladj]]) # weak ଅସୁସ୍ଥ # the words of the Lord Jesus ଏଠାରେ “କଥା” ଯୀଶୁ କହିଥିବା କଥାକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]]) # It is more blessed to give than to receive ଏହାର ଅର୍ଥ ଯେ ଜଣେ ଲୋକ ଈଶ୍ବରଙ୍କ ଅନୁଗ୍ରହ ପାଇ ବହୁତ ଆନନ୍ଦ ଅନୁଭବ କରେ, ଯେତେବେଳେ ସେ ସର୍ବଦା ଅନ୍ୟମାନଙ୍କଠାରୁ ପାଇବା ପରିବର୍ତ୍ତେ ଅନ୍ୟମାନଙ୍କୁ ଦେଇଥାଏ I