or_tn/act/20/34.md

661 B

You yourselves

ଏଠାରେ “ତୁମ୍ଭେମାନେ ନିଜେ” ଶବ୍ଦକୁ ଗୁରୁତ୍ବ ଦେବା ସକାଶେ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-rpronouns)

these hands served my own needs

ଏଠାରେ “ହସ୍ତ” ଶବ୍ଦ ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ‘ମୁଁ ଅର୍ଥ ଉପାର୍ଜନ କରି ମୋ ନିଜର ଖର୍ଚ୍ଚ ତୁଲାଇବାକୁ କାର୍ଯ୍ୟ କଲି” (ଦେଖ: rc://*/ta/man/translate/figs-synecdoche)