or_tn/act/20/34.md

8 lines
661 B
Markdown
Raw Permalink Normal View History

2020-11-19 00:15:53 +00:00
# You yourselves
ଏଠାରେ “ତୁମ୍ଭେମାନେ ନିଜେ” ଶବ୍ଦକୁ ଗୁରୁତ୍ବ ଦେବା ସକାଶେ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/figs-rpronouns]])
# these hands served my own needs
ଏଠାରେ “ହସ୍ତ” ଶବ୍ଦ ସମଗ୍ର ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: ‘ମୁଁ ଅର୍ଥ ଉପାର୍ଜନ କରି ମୋ ନିଜର ଖର୍ଚ୍ଚ ତୁଲାଇବାକୁ କାର୍ଯ୍ୟ କଲି” (ଦେଖ: [[rc://*/ta/man/translate/figs-synecdoche]])