or_tn/act/20/32.md

2.4 KiB

I entrust you to God and to the word of his grace

ଏଠାରେ “ବାକ୍ୟ” ଏକ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯତ୍ନ ନେବାକୁ ଓ ତାହାଙ୍କ ଅନୁଗ୍ରହ ବିଷୟରେ ମୁଁ ତୁମ୍ଭମାନଙ୍କୁ ଯେଉଁ ସମ୍ବାଦ କହିଥିଲି ତାହା ନିରନ୍ତର ବିଶ୍ବାସ କରିବାକୁ ମୁଁ ଈଶ୍ବରଙ୍କଠାରେ ପ୍ରାର୍ଥନା କରୁଅଛି” (ଦେଖ: rc://*/ta/man/translate/figs-metonymy)

entrust

ଜଣେ କାହାରି ବା କିଛି ଜିନିଷର ଯତ୍ନ ନେବାର ଦାୟିତ୍ବ ଅନ୍ୟ ଜଣକୁ ଦେବା ପାଇଁ

which is able to build you up

ଜଣେ ଲୋକର ବିଶ୍ବାସ ଦୃଢ଼ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେହି ବ୍ୟକ୍ତି ଜଣକ ଗୋଟିଏ କାନ୍ଥ ଓ ଆଉ ଜଣେ ତାହାକୁ ଉଚ୍ଚ ଏବଂ ଦୃଢ଼ କରି ଗଢୁଅଛି I ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ବିଶ୍ବାସରେ ଦୃଢ଼ରୁ ଦୃଢ଼ତର କରି ଗଢିବାକୁ ସମର୍ଥ” (ଦେଖ: rc://*/ta/man/translate/figs-metaphor)

to give you the inheritance

ଏହା “ତାହାଙ୍କ ଅନୁଗ୍ରହର ବାକ୍ୟ” ବିଷୟରେ କହେ ଯେ ସତେ ଯେପରି ସ୍ବୟଂ ଈଶ୍ବର ବିଶ୍ବାସୀମାନଙ୍କୁ ଉତ୍ତରାଧିକାର ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଉତ୍ତରାଧିକାର ଦେବେ” (ଦେଖ: rc://*/ta/man/translate/figs-personification)

the inheritance

ଈଶ୍ବର ବିଶ୍ବାସୀମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଅର୍ଥ କିମ୍ବା ସମ୍ପତ୍ତି ଯାହା ଜଣେ ପିଲା ବାପାଙ୍କଠାରୁ ଉତ୍ତରାଧିକାର ସ୍ବରୂପେ ପାଇଥାଏ I (ଦେଖ: rc://*/ta/man/translate/figs-metaphor)