# I entrust you to God and to the word of his grace ଏଠାରେ “ବାକ୍ୟ” ଏକ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଯତ୍ନ ନେବାକୁ ଓ ତାହାଙ୍କ ଅନୁଗ୍ରହ ବିଷୟରେ ମୁଁ ତୁମ୍ଭମାନଙ୍କୁ ଯେଉଁ ସମ୍ବାଦ କହିଥିଲି ତାହା ନିରନ୍ତର ବିଶ୍ବାସ କରିବାକୁ ମୁଁ ଈଶ୍ବରଙ୍କଠାରେ ପ୍ରାର୍ଥନା କରୁଅଛି” (ଦେଖ: [[rc://*/ta/man/translate/figs-metonymy]]) # entrust ଜଣେ କାହାରି ବା କିଛି ଜିନିଷର ଯତ୍ନ ନେବାର ଦାୟିତ୍ବ ଅନ୍ୟ ଜଣକୁ ଦେବା ପାଇଁ # which is able to build you up ଜଣେ ଲୋକର ବିଶ୍ବାସ ଦୃଢ଼ ହେବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ସେହି ବ୍ୟକ୍ତି ଜଣକ ଗୋଟିଏ କାନ୍ଥ ଓ ଆଉ ଜଣେ ତାହାକୁ ଉଚ୍ଚ ଏବଂ ଦୃଢ଼ କରି ଗଢୁଅଛି I ବିକଳ୍ପ ଅନୁବାଦ: “ଯାହା ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ବିଶ୍ବାସରେ ଦୃଢ଼ରୁ ଦୃଢ଼ତର କରି ଗଢିବାକୁ ସମର୍ଥ” (ଦେଖ: [[rc://*/ta/man/translate/figs-metaphor]]) # to give you the inheritance ଏହା “ତାହାଙ୍କ ଅନୁଗ୍ରହର ବାକ୍ୟ” ବିଷୟରେ କହେ ଯେ ସତେ ଯେପରି ସ୍ବୟଂ ଈଶ୍ବର ବିଶ୍ବାସୀମାନଙ୍କୁ ଉତ୍ତରାଧିକାର ଦେବେ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଉତ୍ତରାଧିକାର ଦେବେ” (ଦେଖ: [[rc://*/ta/man/translate/figs-personification]]) # the inheritance ଈଶ୍ବର ବିଶ୍ବାସୀମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକ ଅର୍ଥ କିମ୍ବା ସମ୍ପତ୍ତି ଯାହା ଜଣେ ପିଲା ବାପାଙ୍କଠାରୁ ଉତ୍ତରାଧିକାର ସ୍ବରୂପେ ପାଇଥାଏ I (ଦେଖ: [[rc://*/ta/man/translate/figs-metaphor]])