or_tn/act/20/23.md

4 lines
407 B
Markdown

# chains and sufferings await me
ଏଠାରେ “ବନ୍ଧନ” ପାଉଲ ବନ୍ଦୀ ହୋଇ କାରାଗାରରେ ନିକ୍ଷେପ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକେ ମୋତେ କାରାଗାରରେ ପକାଇ କ୍ଲେଶ ଦେବେ” (ଦେଖ: [[rc://*/ta/man/translate/figs-metonymy]])