or_tn/act/20/23.md

407 B

chains and sufferings await me

ଏଠାରେ “ବନ୍ଧନ” ପାଉଲ ବନ୍ଦୀ ହୋଇ କାରାଗାରରେ ନିକ୍ଷେପ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକେ ମୋତେ କାରାଗାରରେ ପକାଇ କ୍ଲେଶ ଦେବେ” (ଦେଖ: rc://*/ta/man/translate/figs-metonymy)