or_tn/act/20/15.md

24 lines
1.6 KiB
Markdown

# General Information:
ଏଠାରେ “ଆମ୍ଭେମାନେ"" ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# opposite the island
ଦ୍ବୀପ ପାଖରେ କିମ୍ବା “ ଦ୍ବୀପର ଆର ପାଖରେ”
# the island of Chios
ଖିଅ ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# we touched at the island of Samos
ଆମ୍ଭେମାନେ ସାମ ଦ୍ବୀପରେ ପହଞ୍ଚିଲୁ
# island of Samos
ସାମ ଖିଅର ଦକ୍ଷିଣରେ ଥିବା ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# the city of Miletus
ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])