# General Information: ଏଠାରେ “ଆମ୍ଭେମାନେ"" ଶବ୍ଦଟି ପାଉଲଙ୍କୁ, ଲେଖକଙ୍କୁ ଓ ସେମାନଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]]) # opposite the island ଦ୍ବୀପ ପାଖରେ କିମ୍ବା “ ଦ୍ବୀପର ଆର ପାଖରେ” # the island of Chios ଖିଅ ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]]) # we touched at the island of Samos ଆମ୍ଭେମାନେ ସାମ ଦ୍ବୀପରେ ପହଞ୍ଚିଲୁ # island of Samos ସାମ ଖିଅର ଦକ୍ଷିଣରେ ଥିବା ଏକ ଦ୍ବୀପ ଯାହା ଏଜିୟାନ୍ ସମୁଦ୍ର ମଧ୍ୟରେ ବର୍ତ୍ତମାନର ଆଧୁନିକ ତୁର୍କୀ ଉପକୂଳ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]]) # the city of Miletus ମୀଲୀତ ଏକ ସମୁଦ୍ର ବନ୍ଦର ନଗରୀ ଯାହା ପଶ୍ଚିମ ଏସିଆ ମାଇନରର ମିନ୍ଦେର ନଦୀ ମୁହାଁଣ ନିକଟରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])