or_tn/act/20/03.md

1.3 KiB

After he had spent three months there

ସେଠାରେ ସେ ତିନି ମାସ ରହିଲ ପରେ I ଏହା ସମୟ ବିଷୟରେ କହେ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଲୋକ ଖର୍ଚ୍ଚ କରିପାରିବ I(ଦେଖ: rc://*/ta/man/translate/figs-metaphor)

a plot was formed against him by the Jews

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କଲେ” କିମ୍ବା “ଯିହୂଦୀମାନେ ତାହାଙ୍କର ଅନିଷ୍ଟ କରିବାପାଇଁ ଏକ ଗୁପ୍ତ ଯୋଜନା କଲେ” (ଦେଖ: rc://*/ta/man/translate/figs-activepassive)

by the Jews

ଏହାର ଅର୍ଥ କେବଳ କେତେକ ଯିହୂଦୀମାନେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀମାନଙ୍କ ଦ୍ବାରା” (ଦେଖ: rc://*/ta/man/translate/figs-synecdoche)

as he was about to sail for Syria

(See: @)ସୁରିଆକୁ ଯାତ୍ରା କରିବାକୁ ପ୍ରସ୍ତୁତ ଥିବା ସମୟରେ