or_tn/act/20/03.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# After he had spent three months there
ସେଠାରେ ସେ ତିନି ମାସ ରହିଲ ପରେ I ଏହା ସମୟ ବିଷୟରେ କହେ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଲୋକ ଖର୍ଚ୍ଚ କରିପାରିବ I(ଦେଖ: [[rc://*/ta/man/translate/figs-metaphor]])
# a plot was formed against him by the Jews
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯିହୂଦୀମାନେ ତାହାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କଲେ” କିମ୍ବା “ଯିହୂଦୀମାନେ ତାହାଙ୍କର ଅନିଷ୍ଟ କରିବାପାଇଁ ଏକ ଗୁପ୍ତ ଯୋଜନା କଲେ” (ଦେଖ: [[rc://*/ta/man/translate/figs-activepassive]])
# by the Jews
ଏହାର ଅର୍ଥ କେବଳ କେତେକ ଯିହୂଦୀମାନେ I ବିକଳ୍ପ ଅନୁବାଦ: “କେତେକ ଯିହୂଦୀମାନଙ୍କ ଦ୍ବାରା” (ଦେଖ: [[rc://*/ta/man/translate/figs-synecdoche]])
# as he was about to sail for Syria
(See: @)ସୁରିଆକୁ ଯାତ୍ରା କରିବାକୁ ପ୍ରସ୍ତୁତ ଥିବା ସମୟରେ