or_tn/act/19/39.md

806 B

But if you seek anything about other matters

କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଆଲୋଚନାର ବିଷୟ ଥାଏ

it shall be settled in the regular assembly

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଏହାକୁ ନିୟମିତ ସଭାରେ ସମାଧାନ କରିବା” (ଦେଖ: rc://*/ta/man/translate/figs-activepassive)

the regular assembly

ଏହା ନାଗରିକମାନଙ୍କର ଏକ ସର୍ବସାଧାରଣ ସମାବେଶ ଯେଉଁଥିରେ ନଗରବେବର୍ତ୍ତା ସଭାପତିତ୍ବ କରୁଥିଲେ I