# But if you seek anything about other matters କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଆଲୋଚନାର ବିଷୟ ଥାଏ # it shall be settled in the regular assembly ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆସ ଆମ୍ଭେମାନେ ଏହାକୁ ନିୟମିତ ସଭାରେ ସମାଧାନ କରିବା” (ଦେଖ: [[rc://*/ta/man/translate/figs-activepassive]]) # the regular assembly ଏହା ନାଗରିକମାନଙ୍କର ଏକ ସର୍ବସାଧାରଣ ସମାବେଶ ଯେଉଁଥିରେ ନଗରବେବର୍ତ୍ତା ସଭାପତିତ୍ବ କରୁଥିଲେ I