or_tn/act/19/27.md

16 lines
1.8 KiB
Markdown

# that our trade will no longer be needed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଯେ ଲୋକମାନେ ଆଉ ଆମ୍ଭମାନଙ୍କଠାରୁ ମୂର୍ତ୍ତି କିଣିବାକୁ ଇଚ୍ଛା କରିବେ ନାହିଁ I (ଦେଖ: [[rc://*/ta/man/translate/figs-activepassive]])
# the temple of the great goddess Artemis may be considered worthless
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଭାବିବେ ଯେ ଆର୍ତ୍ତେମୀ ମହାଦେବୀର ଉପାସନା କରିବାପାଇଁ ମନ୍ଦିରକୁ ଯିବାରେ କୌଣସି ଲାଭ ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# she would even lose her greatness
ଲୋକମାନେ ତା’ ବିଷୟରେ ଯାହା ଭାବନ୍ତି, କେବଳ ତହିଁରୁ ହିଁ ଆର୍ତ୍ତେମୀର ମହାନତା ଆସିଥାଏ I
# whom all Asia and the world worships
ଆର୍ତ୍ତେମୀ ଦେବୀ ଯେ କେତେ ଲୋକପ୍ରିୟ ଥିଲା, ଏହା ଦେଖାଇବା ଏକ ଅତିରଞ୍ଜନ I ଏଠାରେ “ଆସିଆ” ଓ “ଜଗତ” ଆସିଆ ଓ ଜଣାଶୁଣା ଜଗତର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହାକୁ ଆସିଆ ଓ ଜଗତର ଅନ୍ୟ ସ୍ଥାନଗୁଡିକର ଅନେକ ଲୋକ ଉପାସନା କରନ୍ତି” (ଦେଖ: [[rc://*/ta/man/translate/figs-hyperbole]] ଓ [[rc://*/ta/man/translate/figs-metonymy]])