or_tn/act/19/27.md

1.8 KiB

that our trade will no longer be needed

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଯେ ଲୋକମାନେ ଆଉ ଆମ୍ଭମାନଙ୍କଠାରୁ ମୂର୍ତ୍ତି କିଣିବାକୁ ଇଚ୍ଛା କରିବେ ନାହିଁ I (ଦେଖ: rc://*/ta/man/translate/figs-activepassive)

the temple of the great goddess Artemis may be considered worthless

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଭାବିବେ ଯେ ଆର୍ତ୍ତେମୀ ମହାଦେବୀର ଉପାସନା କରିବାପାଇଁ ମନ୍ଦିରକୁ ଯିବାରେ କୌଣସି ଲାଭ ନାହିଁ” (ଦେଖ: rc://*/ta/man/translate/figs-activepassive)

she would even lose her greatness

ଲୋକମାନେ ତା’ ବିଷୟରେ ଯାହା ଭାବନ୍ତି, କେବଳ ତହିଁରୁ ହିଁ ଆର୍ତ୍ତେମୀର ମହାନତା ଆସିଥାଏ I

whom all Asia and the world worships

ଆର୍ତ୍ତେମୀ ଦେବୀ ଯେ କେତେ ଲୋକପ୍ରିୟ ଥିଲା, ଏହା ଦେଖାଇବା ଏକ ଅତିରଞ୍ଜନ I ଏଠାରେ “ଆସିଆ” ଓ “ଜଗତ” ଆସିଆ ଓ ଜଣାଶୁଣା ଜଗତର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯାହାକୁ ଆସିଆ ଓ ଜଗତର ଅନ୍ୟ ସ୍ଥାନଗୁଡିକର ଅନେକ ଲୋକ ଉପାସନା କରନ୍ତି” (ଦେଖ: [[rc:///ta/man/translate/figs-hyperbole]] ଓ [[rc:///ta/man/translate/figs-metonymy]])