or_tn/act/19/19.md

950 B
Raw Permalink Blame History

brought their books

ସେମାନଙ୍କର ପୁସ୍ତକସବୁ ଏକତ୍ର କଲେ I “ପୁସ୍ତକସବୁ” ଶବ୍ଦଟି ନଳାକାର ପୁସ୍ତକସବୁକୁ ବୁଝାଏ ଯହିଁ ଉପରେ ଯାଦୁ ମନ୍ତ୍ର ଓ ବିଧିସବୁ ଲେଖାହୋଇଥିଲା I

in the sight of everyone

ସମସ୍ତଙ୍କ ସାକ୍ଷାତରେ I

the value of them

ପୁସ୍ତକଗୁଡିକର ମୁଲ୍ୟ କିମ୍ବା “ନଳାକାର ପୁସ୍ତକଗୁଡିକର ମୁଲ୍ୟ”

fifty thousand

୫୦, (ଦେଖ: rc://*/ta/man/translate/translate-numbers)

pieces of silver

ଏକ “ରୌପ୍ୟ ମୁଦ୍ରା” ଜଣେ ସାଧାରଣ ମଜୁରିଆର ଆନୁମାନିକ ଗୋଟିଏ ଦିନର ମଜୁରୀ I (ଦେଖ: rc://*/ta/man/translate/translate-bmoney)