or_tn/act/19/12.md

1.6 KiB
Raw Permalink Blame History

even handkerchiefs and aprons that had touched him were taken to the sick and

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଏପରିକି ପାଉଲଙ୍କୁ ଛୁଇଁଥିବା ରୁମାଲ କିଅବା ଗାମୁଛା ରୋଗୀମାନଙ୍କ ପାଖକୁ ନେଉଥିଲେ”

even handkerchiefs and aprons that had touched him

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଏଗୁଡ଼ିକ ପାଉଲ ଛୁଇଁଥିବା ଲୁଗା ସାମଗ୍ରୀ କିମ୍ବା ) ଏଗୁଡ଼ିକ ଲୁଗା ସାମଗ୍ରୀ ଯାହା ପାଉଲ ପିନ୍ଧିଥିଲେ ବା ବ୍ୟବହାର କରିଥିଲେ I

handkerchiefs

ମୁଣ୍ଡର ଚାରିପାଖେ ପିନ୍ଧାଯାଉଥିବା ଲୁଗା

aprons

ଦେହରେ ପିନ୍ଧିଥିବା ଲୁଗାକୁ ସୁରକ୍ଷା କରିବାପାଇଁ ସମ୍ମୁଖରେ ପିନ୍ଧାଯାଉଥିବା ଲୁଗା

the sick

ଏହା ରୋଗୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “”ରୋଗୀ ଲୋକମାନେ” କିମ୍ବା “ଯେଉଁମାନେ ରୋଗଗ୍ରସ୍ତ” (ଦେଖ: rc://*/ta/man/translate/figs-nominaladj)

their illnesses left them

ରୋଗଗ୍ରସ୍ତ ଲୋକମାନେ ସୁସ୍ଥ ହେଲେ