# even handkerchiefs and aprons that had touched him were taken to the sick and ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଏପରିକି ପାଉଲଙ୍କୁ ଛୁଇଁଥିବା ରୁମାଲ କିଅବା ଗାମୁଛା ରୋଗୀମାନଙ୍କ ପାଖକୁ ନେଉଥିଲେ” # even handkerchiefs and aprons that had touched him ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଏଗୁଡ଼ିକ ପାଉଲ ଛୁଇଁଥିବା ଲୁଗା ସାମଗ୍ରୀ କିମ୍ବା ୨) ଏଗୁଡ଼ିକ ଲୁଗା ସାମଗ୍ରୀ ଯାହା ପାଉଲ ପିନ୍ଧିଥିଲେ ବା ବ୍ୟବହାର କରିଥିଲେ I # handkerchiefs ମୁଣ୍ଡର ଚାରିପାଖେ ପିନ୍ଧାଯାଉଥିବା ଲୁଗା # aprons ଦେହରେ ପିନ୍ଧିଥିବା ଲୁଗାକୁ ସୁରକ୍ଷା କରିବାପାଇଁ ସମ୍ମୁଖରେ ପିନ୍ଧାଯାଉଥିବା ଲୁଗା # the sick ଏହା ରୋଗୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “”ରୋଗୀ ଲୋକମାନେ” କିମ୍ବା “ଯେଉଁମାନେ ରୋଗଗ୍ରସ୍ତ” (ଦେଖ: [[rc://*/ta/man/translate/figs-nominaladj]]) # their illnesses left them ରୋଗଗ୍ରସ୍ତ ଲୋକମାନେ ସୁସ୍ଥ ହେଲେ