or_tn/act/19/10.md

585 B

all who lived in Asia heard the word of the Lord

ଏଠାରେ “ସମସ୍ତେ” ଏକ ସାଧାରଣ ଅନୁମାନ ଯାହାର ଅର୍ଥ ସମଗ୍ର ଆସିଆନିବାସୀ ସୁସାମାଚାର ଶୁଣିଲେ I (ଦେଖ: rc://*/ta/man/translate/figs-hyperbole)

the word of the Lord

ଏଠାରେ ‘ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟକ ସମ୍ବାଦ” (ଦେଖ: rc://*/ta/man/translate/figs-metonymy)