# all who lived in Asia heard the word of the Lord ଏଠାରେ “ସମସ୍ତେ” ଏକ ସାଧାରଣ ଅନୁମାନ ଯାହାର ଅର୍ଥ ସମଗ୍ର ଆସିଆନିବାସୀ ସୁସାମାଚାର ଶୁଣିଲେ I (ଦେଖ: [[rc://*/ta/man/translate/figs-hyperbole]]) # the word of the Lord ଏଠାରେ ‘ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟକ ସମ୍ବାଦ” (ଦେଖ: [[rc://*/ta/man/translate/figs-metonymy]])