or_tn/act/18/22.md

1.6 KiB
Raw Permalink Blame History

General Information:

ଫ୍ରୁଗିଆ ଏସିଆର ଗୋଟିଏ ପ୍ରଦେଶ ଯାହା ବର୍ତ୍ତମାନର ଆଧୁନିକ ତୁର୍କୀରେ ଅଛି I ପ୍ରେରିତ :୧୦ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

Connecting Statement:

ପାଉଲ ଆପଣାର ପ୍ରଚାର ଯାତ୍ରା ଜାରି ରଖୁଛନ୍ତି I

landed at Caesarea

କାଇସରିଆରେ ପହଞ୍ଚିଲେ I “ଓହ୍ଲାଇଲେ” ର ଅର୍ଥ ଯେ ସେ ଜାହାଜରେ ଯାତ୍ରାକରି ପହଞ୍ଚିଲେ I

he went up

ସେ ଯିରୂଶାଲମ ନଗରକୁ ଯାତ୍ରା କଲେ I ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ କାଇସରିଆ ଠାରୁ ଯିରୂଶାଲମ ଉଚ୍ଚରେ ଅବସ୍ଥିତ I

greeted the Jerusalem church

ଏଠାରେ “ମଣ୍ଡଳୀ” ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ସଦସ୍ୟମାନଙ୍କୁ ନମସ୍କାର ଜଣାଇଲେ” (ଦେଖ: rc://*/ta/man/translate/figs-metonymy)

then went down

ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଆନ୍ତିୟଖିଆ ଯିରୂଶାଲମ ଠାରୁ ତଳରେ ଅବସ୍ଥିତ I