# General Information: ଫ୍ରୁଗିଆ ଏସିଆର ଗୋଟିଏ ପ୍ରଦେଶ ଯାହା ବର୍ତ୍ତମାନର ଆଧୁନିକ ତୁର୍କୀରେ ଅଛି I [ପ୍ରେରିତ ୨:୧୦](../02/10.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # Connecting Statement: ପାଉଲ ଆପଣାର ପ୍ରଚାର ଯାତ୍ରା ଜାରି ରଖୁଛନ୍ତି I # landed at Caesarea କାଇସରିଆରେ ପହଞ୍ଚିଲେ I “ଓହ୍ଲାଇଲେ” ର ଅର୍ଥ ଯେ ସେ ଜାହାଜରେ ଯାତ୍ରାକରି ପହଞ୍ଚିଲେ I # he went up ସେ ଯିରୂଶାଲମ ନଗରକୁ ଯାତ୍ରା କଲେ I ଏଠାରେ “ଉପରକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ କାଇସରିଆ ଠାରୁ ଯିରୂଶାଲମ ଉଚ୍ଚରେ ଅବସ୍ଥିତ I # greeted the Jerusalem church ଏଠାରେ “ମଣ୍ଡଳୀ” ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ସଦସ୍ୟମାନଙ୍କୁ ନମସ୍କାର ଜଣାଇଲେ” (ଦେଖ: [[rc://*/ta/man/translate/figs-metonymy]]) # then went down ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଆନ୍ତିୟଖିଆ ଯିରୂଶାଲମ ଠାରୁ ତଳରେ ଅବସ୍ଥିତ I