or_tn/act/18/16.md

8 lines
1.2 KiB
Markdown

# General Information:
ଏଠାରେ “ସେମାନେ” ସମ୍ଭବତଃ ବିଚାରାଳୟରେ ଥିବା ବିଜାତିମାନଙ୍କୁ ବୁଝାଏ I ଯେଉଁ ଯିହୂଦୀମାନେ ପାଉଲଙ୍କୁ ବିଚାରାସନ ସମ୍ମୁଖକୁ ଆଣିଥିଲେ ସେମାନେ ସେମାନଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଖାଇଲେ ([ପ୍ରେରିତ ୧୮:୧୨](../18/12.md))I
# Gallio made them leave the judgment seat
ଗାଲ୍ଲିୟୋନ୍ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡିଦେଲେ I ଏଠାରେ “ବିଚାରାସନ”ର ଅର୍ଥ ହେଉଛି ଆଇନଗତ ନିଷ୍ପତ୍ତି ନେବା ସମୟରେ ବିଚାରାଳୟରେ ଗାଲ୍ଲିୟୋନ୍ ଯେଉଁ ସ୍ଥାନରେ ବସୁଥିଲେ I ବିକଳ୍ପ ଅନୁବାଦ: “ଗାଲ୍ଲିୟୋନ୍ ବିଚାରାଳୟରେ ତାହାଙ୍କ ଉପସ୍ଥିତିରୁ ସେମାନଙ୍କୁ ବାହାର କରାଇଦେଲେ” (ଦେଖ: [[rc://*/ta/man/translate/figs-metonymy]])