or_tn/act/18/16.md

1.2 KiB

General Information:

ଏଠାରେ “ସେମାନେ” ସମ୍ଭବତଃ ବିଚାରାଳୟରେ ଥିବା ବିଜାତିମାନଙ୍କୁ ବୁଝାଏ I ଯେଉଁ ଯିହୂଦୀମାନେ ପାଉଲଙ୍କୁ ବିଚାରାସନ ସମ୍ମୁଖକୁ ଆଣିଥିଲେ ସେମାନେ ସେମାନଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ଦେଖାଇଲେ (ପ୍ରେରିତ ୧୮:୧୨)I

Gallio made them leave the judgment seat

ଗାଲ୍ଲିୟୋନ୍ ସେମାନଙ୍କୁ ବିଚାରାସନ ସମ୍ମୁଖରୁ ତଡିଦେଲେ I ଏଠାରେ “ବିଚାରାସନ”ର ଅର୍ଥ ହେଉଛି ଆଇନଗତ ନିଷ୍ପତ୍ତି ନେବା ସମୟରେ ବିଚାରାଳୟରେ ଗାଲ୍ଲିୟୋନ୍ ଯେଉଁ ସ୍ଥାନରେ ବସୁଥିଲେ I ବିକଳ୍ପ ଅନୁବାଦ: “ଗାଲ୍ଲିୟୋନ୍ ବିଚାରାଳୟରେ ତାହାଙ୍କ ଉପସ୍ଥିତିରୁ ସେମାନଙ୍କୁ ବାହାର କରାଇଦେଲେ” (ଦେଖ: rc://*/ta/man/translate/figs-metonymy)