or_tn/act/18/08.md

1.0 KiB

Crispus

ଏହା ଜଣେ ପୁରୁଷ ଲୋକର ନାମ I

leader of the synagogue

ଜଣେ ସାଧାରଣ ବିଶ୍ବାସୀ ବ୍ୟକ୍ତି ଯେ କି ହୁଏତ ଜଣେ ଶିକ୍ଷକ ନ ଥାଇ ମଧ୍ୟ ସମାଜଗୃହକୁ କିଛି ଅର୍ଥ ଦେଇ ତା’ର ପରିଚାଳନା କରୁଥିଲେ I

all those who lived in his house

ଏଠାରେ “ପରିବାର” ଏକତ୍ର ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ସହିତ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନେ” (ଦେଖ: rc://*/ta/man/translate/figs-metonymy)

were baptized

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବାପ୍ତିସ୍ମ ଗ୍ରହଣ କଲେ” (ଦେଖ: rc://*/ta/man/translate/figs-activepassive)