or_tn/act/18/08.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Crispus
ଏହା ଜଣେ ପୁରୁଷ ଲୋକର ନାମ I
# leader of the synagogue
ଜଣେ ସାଧାରଣ ବିଶ୍ବାସୀ ବ୍ୟକ୍ତି ଯେ କି ହୁଏତ ଜଣେ ଶିକ୍ଷକ ନ ଥାଇ ମଧ୍ୟ ସମାଜଗୃହକୁ କିଛି ଅର୍ଥ ଦେଇ ତା’ର ପରିଚାଳନା କରୁଥିଲେ I
# all those who lived in his house
ଏଠାରେ “ପରିବାର” ଏକତ୍ର ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ସହିତ ତାହାଙ୍କ ଗୃହରେ ବାସ କରୁଥିବା ଲୋକମାନେ” (ଦେଖ: [[rc://*/ta/man/translate/figs-metonymy]])
# were baptized
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବାପ୍ତିସ୍ମ ଗ୍ରହଣ କଲେ” (ଦେଖ: [[rc://*/ta/man/translate/figs-activepassive]])