or_tn/act/18/04.md

12 lines
995 B
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଶୀଲା ଓ ତୀମଥି ପାଉଲଙ୍କ ସାଙ୍ଗରେ ଯୋଗ ଦେଉଛନ୍ତି I
# So Paul reasoned
ଅତଏବ ପାଉଲ ବାଦାନୁବାଦ କଲେ କିମ୍ବା “ଅତଏବ ପାଉଲ ଆଲୋଚନା କଲେ I” ସେ କାରଣ ଦର୍ଶାଇଲେ I ଏହାର ଅର୍ଥ ଏହି ଯେ ପ୍ରଚାର କରିବା ଛଡା ପାଉଲ ଲୋକମାନଙ୍କ ସହିତ କଥାବାର୍ତ୍ତା ଓ ଭାବ ବିନିମୟ କଲେ I
# He persuaded both Jews and Greeks
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସେ ଉଭୟ ଯିହୂଦୀ ଓ ଗ୍ରୀକ୍ ମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇଲେ” କିମ୍ବା ) “ସେ ଯିହୂଦୀ ଓ ଗ୍ରୀକ୍ ମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ I”